କ୍ଷମୀ Kshamī

  • ସଂ. ବିଣ. ପୁଂ(କ୍ଷମା+ଇନ୍. 1 ମା. 1 ବ.) — କ୍ଷମାଶୀଳ — Forgiving
  • ସଂ. ବିଣ. ପୁଂ(କ୍ଷମା+ଇନ୍. 1 ମା. 1 ବ.) — ସହିଷ୍ଣୁ — Patient
  • ସଂ. ବିଣ. ପୁଂ(କ୍ଷମା+ଇନ୍. 1 ମା. 1 ବ.) — ଯୋଗ୍ୟ; କର୍ମଠ — Capable