କ୍ଷତ Kshata
- ସଂ. ବି. (କ୍ଷଣ ଧାତୁ=ଆଘାତ କରିବା+ଭାବ. ତ) — ଆଘାତ — Hurt
- ସଂ. ବି. (କ୍ଷଣ ଧାତୁ=ଆଘାତ କରିବା+ଭାବ. ତ) — ରାମ୍ପୁଡ଼ା ଦାଗ — Scratch
- ସଂ. ବି. (କ୍ଷଣ ଧାତୁ=ଆଘାତ କରିବା+ଭାବ. ତ) — ବ୍ରଣ; ଘାଆ — Wound; sore
- ସଂ. ବି. (କ୍ଷଣ ଧାତୁ=ଆଘାତ କରିବା+ଭାବ. ତ) — ରାମ୍ପୁଡ଼ିବା — Scratching
- ସଂ. ବି. (କ୍ଷଣ ଧାତୁ=ଆଘାତ କରିବା+ଭାବ. ତ) — ବିଦାରଣ — Tearing
- ସଂ. ବି. (କ୍ଷଣ ଧାତୁ=ଆଘାତ କରିବା+ଭାବ. ତ) — ଆଘାତ ବା ଘାଆର ଦାଗ — Scar
- ସଂ. ବି. (କ୍ଷଣ ଧାତୁ=ଆଘାତ କରିବା+ଭାବ. ତ) — ବିପଦ — Danger; peril
- ସଂ. ବି. (କ୍ଷଣ ଧାତୁ=ଆଘାତ କରିବା+ଭାବ. ତ) — କଟାଘାଆ — Cut wound
- ସଂ. ବିଣ — ଆଘାତପ୍ରାପ୍ତ — Hurt; injured
- ସଂ. ବିଣ — ଆହତ — Wounded
- ସଂ. ବିଣ — ଆଘାତ ଦ୍ୱାରା ଚିହ୍ନଯୁକ୍ତ — 4. Having a scar; scarred
- ସଂ. ବିଣ — ବିଦାରିତ — Torn