କ୍ଷଣ Kshaṇa

  • ସଂ. ବି (କ୍ଷଣ ଧାତୁ=ଆଘାତ କରିବା+କର୍ତ୍ତୃ. ଅ; ଯାହା ଦୁଃଖକୁ ଆଘାତ କରେ) — 30 କଳା ବା 10 ପଳ ସମୟ; ପ୍ରାୟ 4 ମିନିଟ୍ବ୍ୟାପୀ ସମୟ — 30କଳା ବା0ପଳ ସମୟ; ପ୍ରାୟ4ମିନିଟ୍ବ୍ୟାପୀ ସମୟ— . A period of time corresponding roughly to four minutes
  • ସଂ. ବି (କ୍ଷଣ ଧାତୁ=ଆଘାତ କରିବା+କର୍ତ୍ତୃ. ଅ; ଯାହା ଦୁଃଖକୁ ଆଘାତ କରେ) — ଏକ ସେକେଣ୍ଡର 4 / 5 ସମୟ — ଏକ ସେକେଣ୍ଡର4/5ସମୟ— . A measure of time; 4/5 of a second
  • ସଂ. ବି (କ୍ଷଣ ଧାତୁ=ଆଘାତ କରିବା+କର୍ତ୍ତୃ. ଅ; ଯାହା ଦୁଃଖକୁ ଆଘାତ କରେ) — ମୁହୂର୍ତ୍ତକାଳ — A moment; instant
  • ସଂ. ବି (କ୍ଷଣ ଧାତୁ=ଆଘାତ କରିବା+କର୍ତ୍ତୃ. ଅ; ଯାହା ଦୁଃଖକୁ ଆଘାତ କରେ) — କେନ୍ଦ୍ର — Centre
  • ସଂ. ବି (କ୍ଷଣ ଧାତୁ=ଆଘାତ କରିବା+କର୍ତ୍ତୃ. ଅ; ଯାହା ଦୁଃଖକୁ ଆଘାତ କରେ) — ମଧ୍ୟସ୍ଥଳ — Middle
  • ସଂ. ବି (କ୍ଷଣ ଧାତୁ=ଆଘାତ କରିବା+କର୍ତ୍ତୃ. ଅ; ଯାହା ଦୁଃଖକୁ ଆଘାତ କରେ) — ଅବସର; ଅବକାଶ — Leisure
  • ସଂ. ବି (କ୍ଷଣ ଧାତୁ=ଆଘାତ କରିବା+କର୍ତ୍ତୃ. ଅ; ଯାହା ଦୁଃଖକୁ ଆଘାତ କରେ) — ଆନନ୍ଦ — Joy; delight
  • ସଂ. ବି (କ୍ଷଣ ଧାତୁ=ଆଘାତ କରିବା+କର୍ତ୍ତୃ. ଅ; ଯାହା ଦୁଃଖକୁ ଆଘାତ କରେ) — ପର୍ବ; ଉତ୍ସବ; ଆମୋଦ — Festival; amusements
  • ସଂ. ବି (କ୍ଷଣ ଧାତୁ=ଆଘାତ କରିବା+କର୍ତ୍ତୃ. ଅ; ଯାହା ଦୁଃଖକୁ ଆଘାତ କରେ) — ଶୁଭମୁହୂର୍ତ୍ତ — An auspicious moment
  • ସଂ. ବି (କ୍ଷଣ ଧାତୁ=ଆଘାତ କରିବା+କର୍ତ୍ତୃ. ଅ; ଯାହା ଦୁଃଖକୁ ଆଘାତ କରେ) — ସୁଯୋଗ — Opportunity; opportune moment
  • ସଂ. ବି (କ୍ଷଣ ଧାତୁ=ଆଘାତ କରିବା+କର୍ତ୍ତୃ. ଅ; ଯାହା ଦୁଃଖକୁ ଆଘାତ କରେ) — ବ୍ୟାପାର — Function; event
  • ସଂ. ବି (କ୍ଷଣ ଧାତୁ=ଆଘାତ କରିବା+କର୍ତ୍ତୃ. ଅ; ଯାହା ଦୁଃଖକୁ ଆଘାତ କରେ) — ପରାଧୀନତା — Dependence; servitude