କ୍ଷଣଦ Kshaṇada

  • ସଂ. ବି. ପୁଂ (କ୍ଷଣ+ଦା ଧାତୁ+କର୍ତ୍ତୃ. ଅ) — ଗଣକ — Astrologer
  • ସଂ. ବି. ପୁଂ (କ୍ଷଣ+ଦା ଧାତୁ+କର୍ତ୍ତୃ. ଅ) — (ଯାହା ଆନନ୍ଦ ଦିଏ) ଜଳ — Water (which gives amusement)
  • ସଂ. ବି. ପୁଂ (କ୍ଷଣ+ଦା ଧାତୁ+କର୍ତ୍ତୃ. ଅ) — (କ୍ଷଣଦା+ଅ) ଅନ୍ଧାରକଣା ରୋଗ — Night-blindness