କ୍ରୋଧନ Krodhana

  • ସଂ. ବିଣ. ପୁଂ. (କ୍ରୁଧ ଧାତୁ+କତ୍ତୃ. ଅନ) — ଚିଡ଼ା; ଚିଡ଼ଲ୍; କ୍ରୋଧୀ; ରାଗୀ — Wrathful; angry
  • ସଂ. ବିଣ. ପୁଂ. (କ୍ରୁଧ ଧାତୁ+କତ୍ତୃ. ଅନ) — ଅଟନ୍ତି ସେହି ଋଷି ଅତ୍ୟନ୍ତ କ୍ରୋଧନ। ସାରଳା, ମହାଭାରତ, ଆଦି।
  • ସଂ. ବିଣ. ପୁଂ. (କ୍ରୁଧ ଧାତୁ+କତ୍ତୃ. ଅନ) — ସହସା ଯାହାର କ୍ରୋଧ ଜନ୍ମେ; ବଦ୍ରାଗୀ — Passionate; evil-tempered
  • ସଂ. ବିଣ. ପୁଂ. (କ୍ରୁଧ ଧାତୁ+କତ୍ତୃ. ଅନ) — କ୍ରୋଧ ସ୍ୱଭାବ ଯୁକ୍ତ — Given to sudden fits of anger; ill-tempered
  • ସଂ. ବିଣ. ପୁଂ. (କ୍ରୁଧ ଧାତୁ+କତ୍ତୃ. ଅନ) — ଦ୍ୱେଷ ଯୁକ୍ତ — Malicious
  • ସଂ. ବି. (କ୍ରୁଧ ଧାତୁ+କତ୍ତୃ. ଅନ) — ମହାଦେବଙ୍କ ଅନୁଚର ଉଗ୍ରପ୍ରକୃତିକ ଭୈରବବିଶେଷ — Name of a class of ferocious attendants of Mahādeba
  • ସଂ. ବି. (କ୍ରୁଧ ଧାତୁ+କତ୍ତୃ. ଅନ) — କୌଶିକଙ୍କର ଜଣେ ପୁତ୍ର — Name of a son of Ka̲u̲ṡika
  • ସଂ. ବି. (କ୍ରୁଧ ଧାତୁ+କତ୍ତୃ. ଅନ) — ରାଗିବା — Being angry
  • ସଂ. ବି. (କ୍ରୁଧ ଧାତୁ+କତ୍ତୃ. ଅନ) — ରାଗ — Anger (M.W.)