କ୍ରୀଡ଼ Krīṟḍ̠a

  • ସଂ. ବି. (କ୍ରୀଡ଼ ଧାତୁ=ଖେଳିବା+ଭାବ. ଅ) — ଖେଳିବା — Act of playing
  • ସଂ. ବି. (କ୍ରୀଡ଼ ଧାତୁ=ଖେଳିବା+ଭାବ. ଅ) — ଖେଳ — Play; sport
  • ସଂ. ବି. (କ୍ରୀଡ଼ ଧାତୁ=ଖେଳିବା+ଭାବ. ଅ) — ମଉଜ — Pleasure
  • ସଂ. ବି. (କ୍ରୀଡ଼ ଧାତୁ=ଖେଳିବା+ଭାବ. ଅ) — (+କରଣ. ଅ)—ଖେଳନା ବସ୍ତୁ — Play-thing
  • ସଂ. ବି. (କ୍ରୀଡ଼ ଧାତୁ=ଖେଳିବା+ଭାବ. ଅ) — ଥଟ୍ଟା — Jest; joke