କ୍ରତୁ Kratu

  • ସଂ. ବି. (କୃ ଧାତୁ=କରିବା=ଅତୁ) — ଯାଗ; ଯଜ୍ଞ — A vedic sacrifice or offering; sacrificial rite
  • ସଂ. ବି. (କୃ ଧାତୁ=କରିବା=ଅତୁ) — ପୂଜା — Worship
  • ସଂ. ବି. (କୃ ଧାତୁ=କରିବା=ଅତୁ) — ଇନ୍ଦ୍ରିୟ — Organ of sense
  • ସଂ. ବି. (କୃ ଧାତୁ=କରିବା=ଅତୁ) — ବିଷ୍ଣୁ — Bishṇu
  • ସଂ. ବି. (କୃ ଧାତୁ=କରିବା=ଅତୁ) — ଦଶ ଶ୍ରେଣୀ ମଧ୍ୟରୁ ଏକ ଶ୍ରେଣୀର ବିଶ୍ୱେଦେବା ବା ପ୍ରଜାପତି — Name of a class of the Biṡwedebās or progenitors of mankind
  • ସଂ. ବି. (କୃ ଧାତୁ=କରିବା=ଅତୁ) — ସପ୍ତର୍ଷିମାନଙ୍କ ମଧ୍ୟରୁ ଏକତମ — One of the seven sages
  • ସଂ. ବି. (କୃ ଧାତୁ=କରିବା=ଅତୁ) — ସପ୍ତର୍ଷି ମଣ୍ଡଳର ନକ୍ଷତ୍ର ମଧ୍ୟରୁ ଏକତମ— (ନକ୍ଷତ୍ର ତଳେ ନୋଟ ଦେଖ) — One of the stars of the constellation Great bear
  • ସଂ. ବି. (କୃ ଧାତୁ=କରିବା=ଅତୁ) — ଧୀଶକ୍ତି; ବୁଦ୍ଧି — Intelligence
  • ସଂ. ବି. (କୃ ଧାତୁ=କରିବା=ଅତୁ) — ଭଗବତ ପ୍ରେରଣା — Inspiration
  • ସଂ. ବି. (କୃ ଧାତୁ=କରିବା=ଅତୁ) — ଶକ୍ତି; ସାମର୍ଥ୍ୟ — Power; ability
  • ସଂ. ବି. (କୃ ଧାତୁ=କରିବା=ଅତୁ) — ଉଦ୍ଦେଶ୍ୟ — Plan; design; purpose
  • ସଂ. ବି. (କୃ ଧାତୁ=କରିବା=ଅତୁ) — ସଂକଳ୍ପ — Determination; resolution