କୌର୍ମ Ka̲u̲rma
- ସଂ. ବିଣ. (କୂର୍ମ+ସମ୍ବନ୍ଧାର୍ଥେ. ଅ) — କୂର୍ମ ବା କଚ୍ଛପସମ୍ବନ୍ଧୀୟ — Relating to a tortoise
- ସଂ. ବିଣ. (କୂର୍ମ+ସମ୍ବନ୍ଧାର୍ଥେ. ଅ) — ବିଷ୍ଣୁଙ୍କ କୂର୍ମାବତାରସମ୍ବନ୍ଧୀୟ — Relating to the Tortoise Incarnation of Bishṇu
- ସଂ. ବିଣ. (କୂର୍ମ+ସମ୍ବନ୍ଧାର୍ଥେ. ଅ) — (ଯଥା—କୌର୍ମପୁରାଣ।)
- ସଂ. ବି — କଳ୍ପବିଶେଷର ନାମ — Name of a Kaḻpa or Aeon of time
- ସଂ. ବି — କୂର୍ମାସନ — A particular mode of being seated