କୌବେରୀ Ka̲u̲berī
- ସଂ. ବିଣ. ସ୍ତ୍ରୀ (କୌବେର+ସ୍ତ୍ରୀ. ଈ) — କୌବେର ଶବ୍ଦର ସ୍ତ୍ରୀଲିଙ୍ଗ — Feminine of Ka̲u̲bera
- ସଂ. ବି (କୁବେର+ଅ+ସ୍ତ୍ରୀ. ଈ) — କୁବେରରକ୍ଷିତ ଦିଗ; ଉତ୍ତରଦିଗ — The North; the quarter presided over by Kubera
- ସଂ. ବି (କୁବେର+ଅ+ସ୍ତ୍ରୀ. ଈ) — କୁବେରଙ୍କ ଶକ୍ତି; ମାତୃକାବିଶେଷ — The energy of Kubera personified
- ସଂ. ବି (କୁବେର+ଅ+ସ୍ତ୍ରୀ. ଈ) — କୁଢ଼ ଗୁଳ୍ମ — The Plant Costus Speciosus or Arabicus (M.W.)