କୌଟ Ka̲u̲ṭa
- ସଂ. ବିଣ ପୁଂ. (କୂଟ=କପଟ ବା କୋଟି=ଗୃହ+ସ୍ୱାର୍ଥେ. ଅ) — ଯେଉଁ କାରିଗର ଆପଣା ଘରେ ରହି କାମ କରେ — (artisan) Working in his own house; independent (artisan)
- ସଂ. ବିଣ ପୁଂ. (କୂଟ=କପଟ ବା କୋଟି=ଗୃହ+ସ୍ୱାର୍ଥେ. ଅ) — ଗାର୍ହସ୍ଥ — Domestic; home-bred
- ସଂ. ବିଣ ପୁଂ. (କୂଟ=କପଟ ବା କୋଟି=ଗୃହ+ସ୍ୱାର୍ଥେ. ଅ) — ଠକ; ପ୍ରତାରକ — Fraudulent
- ସଂ. ବିଣ ପୁଂ. (କୂଟ=କପଟ ବା କୋଟି=ଗୃହ+ସ୍ୱାର୍ଥେ. ଅ) — ଜାଲ ବା ଫାଶ ଦ୍ୱାରା ଧରା ଯାଇଥିବା — Snared (animal)
- ସଂ. ବିଣ ପୁଂ. (କୂଟ=କପଟ ବା କୋଟି=ଗୃହ+ସ୍ୱାର୍ଥେ. ଅ) — ଗ୍ରାମ୍ୟ — Rural
- ସଂ. ବିଣ ପୁଂ. (କୂଟ=କପଟ ବା କୋଟି=ଗୃହ+ସ୍ୱାର୍ଥେ. ଅ) — ମିଥ୍ୟାସାକ୍ଷ୍ୟ ଦେବା (ବ୍ଯକ୍ତି) — Giving false evidence
- ସଂ. ବି — କୂଟଜ ବା ବଣମଲ୍ଲୀ; କୋରୁଆଁ (ଦେଖ) — koruāñ (See)