କୌଟିକ Ka̲u̲ṭika
- ସଂ. ବିଣ. (କୂଟ=ପାଶ+ ସଂପାଦନାର୍ଥେ. ଇକ) — ପ୍ରତାରକ — Fraudulent
- ସଂ. ବିଣ. (କୂଟ=ପାଶ+ ସଂପାଦନାର୍ଥେ. ଇକ) — କୂଟକାରୀ ବ୍ୟାଧ; ଯେଉଁ ବ୍ୟାଧ ଫାଶ ବସାଇ ଜନ୍ତୁ ଧରେ — A hunter who uses snares
- ସଂ. ବିଣ. (କୂଟ=ପାଶ+ ସଂପାଦନାର୍ଥେ. ଇକ) — ମାଂସବିକ୍ରେତା — Seller of meat
- ସଂ. ବିଣ. (କୂଟ=ପାଶ+ ସଂପାଦନାର୍ଥେ. ଇକ) — କଂସେଇ — Butcher