କୋଡ଼ା Koṟḍ̠ā
- ଦେ. ବି. (ସଂ. କଟ=ସୂତ୍ର; ରଜ୍ଜୁ) — ଚାବୁକ; ଛାଟ — Whip; scourge
- ଦେ. ବି. (ସଂ. କଟ=ସୂତ୍ର; ରଜ୍ଜୁ) — ଛାଟେଣୀ; ନାଲ୍ପଟା; ପାଞ୍ଚଣ ଅଗରେ ବନ୍ଧା ହୋଇଥିବା ଛାଟେଣୀ — A cat-o'-nine-tails
- ଦେ. ବି. (ସଂ. କଟ=ସୂତ୍ର; ରଜ୍ଜୁ) — କୃଷିକ୍ଷେତ୍ରକୁ କୋଡ଼ିରେ ହାଣିବା — The operation of spading a field
- ଦେ. ବି. (ସଂ. କଟ=ସୂତ୍ର; ରଜ୍ଜୁ) — ମାଡ଼ — Beating
- ପ୍ରାଦେ. (ସମ୍ବଲପୁର) ବି (ସଂ. କୋଟର) — ବୃକ୍ଷର କୋଟର — Hollow of a tree
- ପ୍ରାଦେ. (ସମ୍ବଲପୁର) ବି (ସଂ. କୋଟର) — (ସଂ. କୋଳ); ଅନାର୍ଯ୍ୟ କୋହ୍ଲ ଜାତି — The Kohla-tribe
- ପ୍ରାଦେ. (ସମ୍ବଲପୁର) ବି (ସଂ. କୋଟର) — [ଦ୍ର—ଏମାନେ ମାଟି ଖୋଳିବା ଆଦି କାର୍ଯ୍ୟ କରନ୍ତି।]