କୋଡ଼ର Koṟḍ̠ara

  • ଦେ. ବିଣ — ଦୁଗ୍ଧପୋଷ୍ୟ; ଅତି ଶିଶୁ (ବାଳକ); ଯେ ମାତାର କ୍ରୋଡ଼ ଅବଧି ଛାଡ଼ି ନାହିଁ — Tender-aged (infant); which has not yet been weaned
  • ଦେ. ବିଣ — (ଯଥା—ମୁଁ କୋଡ଼ର ପିଲାକୁ ଛାଡ଼ି ଯାଇ ପାରୁ ନାହିଁ।)