କୋହୋଲା Koholā

  • ଦେ. ବି (ସଂ. କୁହେଲି; କୁ. ହି. କୋହରା= କୁହୁଡ଼ି) — ଅଳ୍ପକେ ଶୀତ କରୁଥିବା ଏବଂ ମେଘ ଓ କୁହୁଡ଼ି ଘୋଟିବା (ପାଗ) — Chilly weather
  • ଦେ. ବିଣ — କୁହୁଡ଼ିଯୁକ୍ତ (ପାଗ) — Foggy; misty (weather)