କୋହଳ Kohaḻa
- ସଂ. ବିଣ—(କୁ+ହଳ ଧାତୁ+ଅ) — ଅସ୍ପଷ୍ଟରୂପେ କଥା କହୁଥିବା — Speaking indistinctly
- ଦେ. ବିଣ. (ସଂ. କୋମଳ; ଶିଥିଳ, ପ୍ରା. ଶିଢ଼ିଳ) — ନରମ — Soft
- ଦେ. ବିଣ. (ସଂ. କୋମଳ; ଶିଥିଳ, ପ୍ରା. ଶିଢ଼ିଳ) — କୋହଳ ପାଇଲେ ଦୋଓଡ଼ ଚଷନ୍ତି—ଢଗ।
- ଦେ. ବିଣ. (ସଂ. କୋମଳ; ଶିଥିଳ, ପ୍ରା. ଶିଢ଼ିଳ) — ହୁଗୁଳା — Slack; loose
- ଦେ. ବିଣ. (ସଂ. କୋମଳ; ଶିଥିଳ, ପ୍ରା. ଶିଢ଼ିଳ) — ଶିଥିଳ — Lax