କୋଳ Koḻa

  • ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) — କ୍ରୋଡ଼, ଉତ୍ସଙ୍ଗ; ଉପବେଶନ ବେଳେ ଦୁଇ ଜଂଘର ମଧ୍ୟ ସ୍ଥାନ — Lap
  • ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) — [ଦ୍ର— ଚେକା ପକାଇ ବା ଗୋଡ଼ ଲମ୍ବାଇ ବସିବା ଲୋକ ବା ଅଣେଇ ହୋଇ ଶୋଇବା ଲୋକ କୌଣସି ବ୍ଯକ୍ତିକୁ ବା ଶିଶୁକୁ ଆଲିଙ୍ଗନ କଲେ ଆଲିଙ୍ଗିତ ବ୍ଯକ୍ତି ଯେଉଁ ସ୍ଥାନ ଅଧିକାର କରେ, ଅର୍ଥାତ୍ ଆଲିଙ୍ଗନ କରିବା ବ୍ଯକ୍ତିର ଦୁଇ ଜଂଘ ଓ ଛାତି ପ୍ରସାରିତ ବାହୁ— ଦ୍ୱୟ ଦ୍ୱାରା ବେଷ୍ଟିତ ବ୍ଯବଧାନକୁ କୋଳ ବୋଲାଯାଏ।]
  • ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) — ଛାତି — The breast
  • ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) — ଶୂକର; ଘୁଷୁରି — Hog; pig
  • ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) — ବରାହ — Boar
  • ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) — ଶନିଗ୍ରହ — The planet Saturn
  • ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) — (+ଅଧିକରଣ. ଅ)—ଭେଳା — A raft
  • ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) — ତରିଲେ ନଦୀ କୋଳ ଅବଲମ୍ବନେ। ଗୋଲକ, ଇନ୍ଦୁରେଖା।
  • ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) — ଆଲିଙ୍ଗନ — Embrace
  • ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) — ନୀଚ ଅସ୍ପଶ୍ୟ ଜାତୀୟ ବ୍ଯକ୍ତି— (ଦ୍ର—କୋଲ ତଳେ ନୋଟ ଦେଖ।) — A person of a low or degraded tribe
  • ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) — ବରକୋଳି — Jujube berries
  • ସଂ. ବି. (କୁଳ+ଆ ବା କୁଳ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ) — ଅସଭ୍ୟ ବ୍ଯକ୍ତି; ବର୍ବର — A barbarian