କୋଳକ Koḻaka

  • ସଂ. ବି (କୁଳ ଧାତୁ+ଅକ) — କଙ୍କୋଳ (ଦେଖ) — Kaṇkoḻa (See)
  • ସଂ. ବି (କୁଳ ଧାତୁ+ଅକ) — ଅଖରୋଟ (ଦେଖ) — Ākharoṭa (See)
  • ସଂ. ବି (କୁଳ ଧାତୁ+ଅକ) — ଗୋଲମରିଚ — Black pepper
  • ସଂ. ବି (କୁଳ ଧାତୁ+ଅକ) — ଶୀତଳଚିନି — Cubeb