କୋଲପ Kolapa
- ବୈଦେ. ବି. (ଆ. କୁଫ୍ଲ୍; କୁଲାବା) — ତାଲା — padlock; lock
- ବୈଦେ. ବି. (ଆ. କୁଫ୍ଲ୍; କୁଲାବା) — ଦୁଇଟା ବଡ଼ ନଳୀ କୋଲପ ପଡ଼େ। ଫକୀରମୋହନ, ଛମାଣଆଠଗୁଣ୍ଠ।
- ବୈଦେ. ବି. (ଆ. କୁଫ୍ଲ୍; କୁଲାବା) — ଅଳଙ୍କାରର ଚାବି ବା ଖିଲ — The contrivance by which an ornament is closed or fastened after being put on