କୋରୁଅ Korua

  • ଦେ. ବି — ନଡ଼ିଆରସ କିମ୍ବା ଲହୁଣୀକୁ ନିଆଁରେ ବସାଇ ଘିଅ ମାରିବା ପରେ ଯେଉଁ ନରମା ମଣ୍ଡ ପାତ୍ର ଭିତରେ ବା ତଳେ ବସିଯାଏ — The soft sediments left in the bottom of the pot in which cocoanut-juice or butter is boiled to produce ghee
  • ଦେ. ବି — ଆଉଟା ହୋଇଥିବା ଦୁଧହାଣ୍ଡିତଳେ ଦୁଧର ଯେଉଁ ଗାଢ଼ ଅଂଶ ବା ସ୍ତର ଲାଗି ରହେ।