କୋରିତ Korita

  • ସଂ. ବି. (କୁଳ+କର୍ମ. ତ) — କୋରକିତ; କଢ଼ି ଧରିଥିବା — Budded; sprouted
  • ସଂ. ବି. (କୁଳ+କର୍ମ. ତ) — ଚୂର୍ଣ୍ଣ କରାଯାଇଥିବା; ଚୂରା ଯାଇଥିବା — pounded; powdered; ground (Apte)