କୋରଣା Koraṇā

  • ଦେ. ବି. (ସଂ. କୁନ୍ତନୀ?) ନଡ଼ିଆ ବା ପାଣିକଖାରୁ ଆଦିର ଶସକୁ କୋରିବାର ଯନ୍ତ୍ର — Toothed iron-instrument for scraping the soft parts of cocoanut and other fruits; a scratcher; a scraper
  • ଦେ. ବି. (ସଂ. କୁନ୍ତନୀ?) ଦୁଧହାଣ୍ଡିରୁ ଦୁଧକୋରୁଅ କୋରିବା ପାଇଁ ବ୍ଯବହୃତ ଅର୍ନ୍ଧଚନ୍ଦ୍ରାକୃତି ଲୌହନିର୍ମିତ ପାତିଆ — A bit of iron-leaf for scraping the hard layers from the milk-pot