କୋମଳ Komaḻa
- ସଂ. ବିଣ. (କୁ ଧାତୁ+କର୍ତ୍ତୃ ମଳ ବା କମ୍ ଧାତୁ=ଇଚ୍ଛା +କର୍ମ. ଅଳ) — କଅଁଳିଆ; ମୃଦୁ; ନରମ; ଅକଠିଣ — Soft
- ସଂ. ବିଣ. (କୁ ଧାତୁ+କର୍ତ୍ତୃ ମଳ ବା କମ୍ ଧାତୁ=ଇଚ୍ଛା +କର୍ମ. ଅଳ) — ସୁକୁମାର — Tender; gentle; delicate
- ସଂ. ବିଣ. (କୁ ଧାତୁ+କର୍ତ୍ତୃ ମଳ ବା କମ୍ ଧାତୁ=ଇଚ୍ଛା +କର୍ମ. ଅଳ) — ମଧୁର; ମିଷ୍ଟ — Sweet
- ସଂ. ବିଣ. (କୁ ଧାତୁ+କର୍ତ୍ତୃ ମଳ ବା କମ୍ ଧାତୁ=ଇଚ୍ଛା +କର୍ମ. ଅଳ) — ଲଳିତ; ହୃଦୟଗ୍ରାହୀ — Pleasant; soothing; charming; agreeable
- ସଂ. ବିଣ. (କୁ ଧାତୁ+କର୍ତ୍ତୃ ମଳ ବା କମ୍ ଧାତୁ=ଇଚ୍ଛା +କର୍ମ. ଅଳ) — ସୁନ୍ଦର — Handsome; beautiful
- ସଂ. ବିଣ. (କୁ ଧାତୁ+କର୍ତ୍ତୃ ମଳ ବା କମ୍ ଧାତୁ=ଇଚ୍ଛା +କର୍ମ. ଅଳ) — ଦୟାର୍ଦ୍ଦ୍ର — Kind hearted
- ସଂ. ବିଣ. (କୁ ଧାତୁ+କର୍ତ୍ତୃ ମଳ ବା କମ୍ ଧାତୁ=ଇଚ୍ଛା +କର୍ମ. ଅଳ) — (ସଙ୍ଗୀତ) ଧୀମା; ଅଳ୍ପସ୍ୱରବିଶିଷ୍ଟ (ଶବ୍ଦ) — (Music) Low or soft (tone)
- ସଂ. ବିଣ. (କୁ ଧାତୁ+କର୍ତ୍ତୃ ମଳ ବା କମ୍ ଧାତୁ=ଇଚ୍ଛା +କର୍ମ. ଅଳ) — [ଦ୍ର—ସଙ୍ଗୀତରେ ସ୍ୱର ତିନି ଶ୍ରେଣୀର ଯଥା—ଶୁଦ୍ଧ, ତୀବ୍ର ଓ କୋମଳ। ଷଡ଼ଜ ଓ ପଞ୍ଚମ ଶୁଦ୍ଧ ସ୍ୱର; ଅନ୍ଯ 5 ସ୍ୱର, ଋଷଭ, ଗାନ୍ଧାର, ମଧ୍ୟମ, ଧୈବତ ଓ ନିଷାଦ କୋମଳ ଓ ତୀବ୍ର ଦୁଇପ୍ରକାର ହୁଅନ୍ତି। ଯେଉଁ ସ୍ୱର ଧୀମା ଓ ଆପଣା ସ୍ଥାନରୁ କିଛି ନୀଚ ତାକୁ କୋମଳ କୁହାଯାଏ। ହି. ଶବ୍ଦସାଗର।] — [ଦ୍ର—ସଙ୍ଗୀତରେ ସ୍ୱର ତିନି ଶ୍ରେଣୀର ଯଥା—ଶୁଦ୍ଧ, ତୀବ୍ର ଓ କୋମଳ ଷଡ଼ଜ ଓ ପଞ୍ଚମ ଶୁଦ୍ଧ ସ୍ୱର; ଅନ୍ଯ5ସ୍ୱର, ଋଷଭ, ଗାନ୍ଧାର, ମଧ୍ୟମ, ଧୈବତ ଓ ନିଷାଦ କୋମଳ ଓ ତୀବ୍ର ଦୁଇପ୍ରକାର ହୁଅନ୍ତି ଯେଉଁ ସ୍ୱର ଧୀମା ଓ ଆପଣା ସ୍ଥାନରୁ କିଛି ନୀଚ ତାକୁ କୋମଳ କୁହାଯାଏ ହି. ଶବ୍ଦସାଗର]
- ସଂ. ବି — ଜଳ — Water
- ସଂ. ବି — କାଦୁଅ — Clay
- ସଂ. ବି — ମାଟି — Earth