କୋବି Kobi
- ବୈଦେ. ବି. (ପର୍ତ୍ତୃଗୀଜ୍—କୋବେ; ତୁଳ, ଇଂ. କାବ୍ୱେଜ୍) — ଶୀତକାଳରେ ଜନ୍ମିବା ସର୍ଷପାଦି ବର୍ଗର ବିଦେଶୀୟ ଶାକଗୁଳ୍ମ — Cabbage; Brassica Oleracea
- ବୈଦେ. ବି. (ପର୍ତ୍ତୃଗୀଜ୍—କୋବେ; ତୁଳ, ଇଂ. କାବ୍ୱେଜ୍) — [ଦ୍ର—ଏ ଦେଶରେ ଏହାର ବିସ୍ତର୍ ଚାଷ ହେଉଅଛି; ଏହା ପ୍ରଧାନତଃ ତିନି ଶ୍ରେଣୀର; ଯଥା—( 1 ) ଫୁଲକୋବି — [ଦ୍ର—ଏ ଦେଶରେ ଏହାର ବିସ୍ତର୍ ଚାଷ ହେଉଅଛି; ଏହା ପ୍ରଧାନତଃ ତିନି ଶ୍ରେଣୀର; ଯଥା—(1) ଫୁଲକୋବି(Cauliflower);ଏହାର ଫୁଲ ଫୁଲତୋଡ଼ା ପରି ହୁଏ, (2) ବନ୍ଧାକୋବି (cabbage); ଏହାର ପତ୍ର ପରସ୍ପର ଗୁଡ଼ାଇ ହୋଇ ତାଳ ପରି ଟାଣୁଆ ହୁଏ, (3) ଉଲ ବା ଓଲ୍କୋବି(knol-kohl);ଏହାର ମୂଳ ଓଲୁଅ ଭଳି ଭୂମି ଉପରେ ବାହାରେ ବର୍ଣ୍ଣ, ଆକାର ଓ ପରିପୃଷ୍ଟ ହେବାର ସମୟ ଭେଦରେ ଏ ପ୍ରତ୍ୟେକ ଶ୍ରେଣୀର ଅନେକ ନାମ ଅଛି]