କୋଦୁଅ Kodua
- ଦେ. ବି. (ସଂ. କୋଦ୍ରବ, କୋରଦୂଷକ) — ଓଡ଼ିଶାର ଧାନ ବିଲରେ ମନକୁ ଜନ୍ମିବା ଏକ ପ୍ରକାର ବଣ୍ୟତୃଣ — A grain growing wild in paddy-fields in Orissa and cultivated in Behar; Paspalum Scorobiculatum; Punctured Paspalum (grain)
- ଦେ. ବି. (ସଂ. କୋଦ୍ରବ, କୋରଦୂଷକ) — [ଦ୍ର—ଏହାର ପତ୍ର ମତ୍ସ୍ୟାକାର ଓ ବିଷାକ୍ତ; ଏହାର ଫଳରୁ ଧଳା ଧଳା ଗୋଲ ଦାନାଦାର୍ ଚାଉଳ ବାହାରେ। ଗରିବମାନେ ଏହାକୁ ସିଦ୍ଧ କରି ଖାଆନ୍ତି। ବିହାରର ନିକୃଷ୍ଟ ଜମିରେ ଏହାର ଚାଷ କରଯାଏ। ଗଛ 1 ୳ ହାତ ପର୍ଯ୍ୟନ୍ତ ଉଚ୍ଚରେ ବଢ଼େ। ଏହା ବାତ— ଜନକ, ସଂଗ୍ରାହୀ, ଶୀତଳ ଓ ପିତ୍ତକଫନାଶକ।] — [ଦ୍ର—ଏହାର ପତ୍ର ମତ୍ସ୍ୟାକାର ଓ ବିଷାକ୍ତ; ଏହାର ଫଳରୁ ଧଳା ଧଳା ଗୋଲ ଦାନାଦାର୍ ଚାଉଳ ବାହାରେ ଗରିବମାନେ ଏହାକୁ ସିଦ୍ଧ କରି ଖାଆନ୍ତି ବିହାରର ନିକୃଷ୍ଟ ଜମିରେ ଏହାର ଚାଷ କରଯାଏ ଗଛ1୳ ହାତ ପର୍ଯ୍ୟନ୍ତ ଉଚ୍ଚରେ ବଢ଼େ ଏହା ବାତ— ଜନକ, ସଂଗ୍ରାହୀ, ଶୀତଳ ଓ ପିତ୍ତକଫନାଶକ]