କୋଦାଳ Kodāḻa

  • ଦେ. ବି. (ସଂ. କୁଦ୍ଦାଳ; ତୁଳ—ତା. କୋଦଳ) — କୋଡ଼ି — Spade
  • ଦେ. ବି. (ସଂ. କୁଦ୍ଦାଳ; ତୁଳ—ତା. କୋଦଳ) — ଦଶଜଣ ତୁଲେ କୋଦାଳ ଦେଲେ। ପ୍ରାଚୀ, ପରଚେଗୀତା।
  • ଦେ. ବି. (ସଂ. କୁଦ୍ଦାଳ; ତୁଳ—ତା. କୋଦଳ) — ଲମ୍ବ ବେଣ୍ଟ ଲାଗିଥିବା ଚଉଡ଼ାମୁହା କାଙ୍କ; ଫାଉଣ୍ଡା — A spade with a long handle
  • ପ୍ରାଦେ. (ଗଡ଼ଜାତ) ବି — ସାତ ଆଠ ହାତ ଉଚ୍ଚ ଏକ ପ୍ରକାର କାଠ ଗଛ — Sterculia Villos (Haines)
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏହାର ବକଳକୁ ପରସ୍ତ ପରସ୍ତ କରି ଛଡ଼ାଇଲେ ତହିଁରୁ ଲଇ ହୁଏ।]