କୋତରା Kotarā

  • ଦେ. ବି. (ସଂ. କଚ୍ଚର) — ମଇଳା; ମଳି — Dirt
  • ଦେ. ବିଣ. ପୁଂ — ଅପରିଷ୍କୃତ; ମଇଳାଯୁକ୍ତ — Dirty; nasty; foul
  • ଦେ. ବିଣ. ପୁଂ — କୋଚଟିଆ; ମଳିନ — Soiled
  • ଦେ. ବିଣ. ପୁଂ — ଜୀର୍ଣ୍ଣ — Worn out