କୋଠରି Koṭhari

  • ଦେ. ବି. (ସଂ. କୋଷ୍ଠ) — ପ୍ରକୋଷ୍ଠ; ଗୃହର ବିଭିନ୍ନ ବିଭାଗ — Room; compartment of a house; apartment
  • ଦେ. ବି. (ସଂ. କୋଷ୍ଠ) — କ୍ଷୁଦ୍ର କ୍ଷୁଦ୍ର ଅଂଶ — Small compartments or cabins
  • ଦେ. ବି. (ସଂ. କୋଷ୍ଠ) — କୋଠାରି (ଦେଖ) — Koṭhāri (See)