କୋଟ୍ Koṭ

  • ବୈଦେ. ବି. — (ଇଂ. କୋଟ୍)—ଯେଉଁ କୁର୍ତ୍ତାର ସାମନା ପାଖ ଉପରୁ ତଳ ପର୍ଯ୍ୟନ୍ତ ଖୋଲା ଥାଏ ଓ ଯାହାର ସାମନା ଧାଡ଼ିଏ ବୋତାମଦ୍ୱାରା ବନ୍ଦ କରାଯାଏ — Coat
  • ବୈଦେ. ବି. — (ଇଂ. କୋର୍ଟ)—କଚେରି; ବିଚାରାଳୟ — Court