କୋଟକ Koṭaka

  • ସଂ. ବିଣ (କୁଟ ଧାତୁ+କର୍ତ୍ତୃ. ଅକ) — ଯେ କୌଣସି ବସ୍ତୁକୁ ବକ୍ର କରେ — Curving
  • ସଂ. ବିଣ (କୁଟ ଧାତୁ+କର୍ତ୍ତୃ. ଅକ) — ଯେ ନୁଆଁଏ — Bending
  • ସଂ. ବି. — ଘର ଛୁଆଣି କଲାବାଲା; ସୁଆଁସିଆ (ବଂ. ଘରାମି) — A thatcher of house
  • ସଂ. ବି. — କୁଡ଼ିଆ ତିଆରି କଲାବାଲା — A builder of cottage
  • ସଂ. ବି. — ରାଜମିସ୍ତ୍ରି ପିତା ଓ କୁମ୍ଭାର ମାତା ଗର୍ଭଜାତ ମିଶ୍ରଜାତି ବିଶେଷ — A mixed caste born of a mason father and potter mother