କୋଚା Kochā

  • ଦେ. ବି. (ସଂ. କ୍ଷୁଦ୍ର; ଫା. ଖଜୁରା=ଅଳ୍ପ) — ରେଜା ବିକ୍ରି; ବଡ଼ ମହାଜନଠାରୁ ଛୋଟ ବେପାରୀମାନେ ବ୍ଯବସାୟ କରିବା ନିମନ୍ତେ ଅଳ୍ପ ପରିମିତ ପଣ୍ୟ ଦ୍ରବ୍ୟ ସରବରାହ କରି ଖାଉତିଙ୍କୁ ଅଳ୍ପ ଲାଭରେ ବିକ୍ରି କରିବାର ରୀତି ବା ବ୍ଯବସାୟ; ଖୁଚୁରା ବିକ୍ରି କରିବାର ପ୍ରଣାଳୀ; ପଣ୍ୟଦ୍ରବ୍ୟ ସାମାନ୍ୟ ପରିମାଣରେ ବିକ୍ରି କରିବା — Retail-sale
  • ଦେ. ବି. (ସଂ. କ୍ଷୁଦ୍ର; ଫା. ଖଜୁରା=ଅଳ୍ପ) — ତହିଁରୁ କୋଚା ଦ୍ୟନ୍ତି ମାଗିଲେ ଟିକେ ଟିକେ। ପୀତାମ୍ବର, ନୃସିଂହପୁରାଣ।