କୋଙ୍କଣ Koṅkaṇa

  • ସଂ. ବି. (କୋମ୍+କଣ୍ ଧାତୁ= ଅଧିକରଣ. ଅ) — ଦାକ୍ଷିଣାତ୍ୟର ପଶ୍ଚିମ ଉପକୂଳସ୍ଥ ସହ୍ୟାଦ୍ରି ଓ ସମୁଦ୍ର ମଧ୍ୟସ୍ଥ ଦେଶବିଶେଷ; ମହାରାଷ୍ଟ୍ର ଦେଶ — The Koṅkaṇa; Marhatta country in Western India
  • ସଂ. ବି. (କୋମ୍+କଣ୍ ଧାତୁ= ଅଧିକରଣ. ଅ) — ଅସ୍ତ୍ରବିଶେଷ — A kind of weapon