କୋକଲି Kokali

  • ଦେ. ବି — ଏକଜାତୀୟ ଛୋଟ କାତିଲଗା ପତଳା ଲୁଣୀ (ସାମୁଦ୍ରିକ) ମାଛ (ପୁରୀରେ ବିଶେଷ ପରିମାଣରେ ମିଳେ; ମଧୁର ପାଣିରେ ଏହି ଜାତୀୟମାଛର ନାମ ମାକେନ୍ଦି) — A small seafish with scales; (caught near Puri; it is a speceis of Pickerel)