କୋଉ Kou

  • ଗ୍ରା. ସର୍ବନାମ ଓ ବିଣ. (ସଂ. କିମ୍) — କେଉଁ (ବ୍ଯକ୍ତି ବା ପ୍ରାଣୀ)? — Which?
  • ଗ୍ରା. ସର୍ବନାମ ଓ ବିଣ. (ସଂ. କିମ୍) — (ଯଥା—ମୋତେ କୋଉ ବସ୍ତୁ ବା କଥା ଅପୂର୍ବ?)
  • ଅ — (ପ୍ରଶ୍ନାର୍ଥକ ବ୍ଯବହାର) କି! — (Interogative use) What !
  • ଅ — (ଯଥା—ସାଆନ୍ତ ମତେ କୋଉ ଦେଇ ନ ଥିଲେ ଯେ ଆଜି ତାଙ୍କର ଧନ ସରିଗଲା ବୋଲି ସେ ମୋତେ କିଛି ନ ଦେଉଛନ୍ତି ବୋଲି ମୁଁ ତାଙ୍କୁ ନିନ୍ଦିବି!)
  • ଅ — [ଦ୍ର—ନଞାର୍ଥକ କ୍ରିୟା ପୂର୍ବରେ ଲାଗିଲେ ଏହା ଉକ୍ତ କ୍ରିୟାର ଆଧିକ୍ୟ ବୁଝାଏ; ଯଥା—ସେ ଝିଅ ସାଙ୍ଗେ ଭାରବେଭାର କୋଉ ଦେଇ ନାହିଁ କି? ଅର୍ଥାତ୍ ଖୁବ୍ ଦେଇଛି। ମୁଁ କୋଉ ସୁଖ କରି ନ ଥିଲି ଯେ, ଅର୍ଥାତ୍ ଖୁବ୍ ସୁଖ କରିଥିଲି।]