କୈରବୀ Ka̲i̱rabī

  • ସଂ. ବି. ସ୍ତ୍ରୀ. (କୈରବ+ସ୍ତ୍ରୀ+ଈ) — ଜ୍ୟୋସ୍ନା; କୌମୁଦୀ; ଚନ୍ଦ୍ରକିରଣ — Moon-light
  • ସଂ. ବି. ସ୍ତ୍ରୀ. (କୈରବ+ସ୍ତ୍ରୀ+ଈ) — [ଦ୍ର—ଜ୍ୟୋସ୍ନା ଲାଗିଲେ କଇଁ ଫୁଲ ଫୁଟେ ବୋଲି କବି— ସମୟପ୍ରସିଦ୍ଧି ଅଛି। ବସ୍ତୁତଃ କଇଁ ଫୁଲ ରାତିରେ ଫୁଟେ ଓ ଦିନରେ ପ୍ରାୟେ ମୁଦି ହୋଇଯାଏ ଏବଂ ପଦ୍ମ ଦିନରେ ଫୁଟେ ଓ ରାତିରେ ମୁଦି ହୁଏ।]