କେହୁ Kehu

  • ଦେ. (ପଦ୍ଯ) ସର୍ବନାମ — (ସଂ. କୋହି) କୌଣସି ବ୍ଯକ୍ତି; କେହି — Someone; anyone
  • ଦେ. (ପଦ୍ଯ) ସର୍ବନାମ — ଧନମଦେ ମତ୍ତ କେହୁ, କେହୁ ଜନମଦେ— ରାଧାନାଥ, ମହାଯାତ୍ରା।