କେଳିକ Keḻika

  • ସଂ. ବି. (କେଳି+କ) — ଅଶୋକ ବୃକ୍ଷ (ଦେଖ) — Aṡoka tree (See)
  • ସଂ. ବିଣ. ପୁଂ — କ୍ରୀଡ଼ାପ୍ରିୟ — Sportive (M.W.)
  • ସଂ. ବିଣ. ପୁଂ — କ୍ରୀଡ଼ାରତ — Sporting (M.W.)