କେଳକ Keḻaka
- ସଂ. ବି. ପୁଂ. (କେଳ ଧାତୁ=କ୍ରୀଡ଼ା କରିବା+ଅକ) — ନାଟୁଆ — Dancer
- ସଂ. ବି. ପୁଂ. (କେଳ ଧାତୁ=କ୍ରୀଡ଼ା କରିବା+ଅକ) — ଯେ ବନ୍ଧ ଭାଙ୍ଗେ — A tumbler
- ସଂ. ବି. ପୁଂ. (କେଳ ଧାତୁ=କ୍ରୀଡ଼ା କରିବା+ଅକ) — ଯେ ଖଣ୍ଡା ଦାଢ଼ରେ ଚାଲେ ଓ ନାଚେ — One who walks and dances on the edge of a sword (M.W.)