କେରୁଆଳ Keruāḻa
- ଦେ. ବି.—(ସଂ. କରବାଳ=ଖଡ୍ଗ; ସଂ. କୃପୀଟପାଳ= ଅରିତ୍ର; ଏହା ଖଡ୍ଗାକୃତି ଥିବାରୁ) — ଡଙ୍ଗାର ଆହୁଲା — The oars for propelling a boat
- ଦେ. ବି.—(ସଂ. କରବାଳ=ଖଡ୍ଗ; ସଂ. କୃପୀଟପାଳ= ଅରିତ୍ର; ଏହା ଖଡ୍ଗାକୃତି ଥିବାରୁ) — ପଖା ଲାଗିଥିବା ଆହୁଲା — An oar with a fan-shaped end
- ଦେ. ବି.—(ସଂ. କରବାଳ=ଖଡ୍ଗ; ସଂ. କୃପୀଟପାଳ= ଅରିତ୍ର; ଏହା ଖଡ୍ଗାକୃତି ଥିବାରୁ) — [ଦ୍ର—ସାନ ସାପୁଆ ଡଙ୍ଗାରେ ପକ୍ଷଯୁକ୍ତ 'ଆହୁଲାକୁ' 'କେରୁଆଳ' କହନ୍ତି। ଏହା ସାପୁଆ ଡଙ୍ଗାରେ ଆହୁଲା ଓ ମଙ୍ଗଧରା ଦୁଇ କାମ ଚଳାଏ।]
- ଦେ. ବି.—(ସଂ. କରବାଳ=ଖଡ୍ଗ; ସଂ. କୃପୀଟପାଳ= ଅରିତ୍ର; ଏହା ଖଡ୍ଗାକୃତି ଥିବାରୁ) — ଡଙ୍ଗାର ମଙ୍ଗଧରା — Helm; rudder
- ପ୍ରାଦେ. (ସମ୍ବଲପୁର) ବି — ଘୋଡ଼ାର ଲଗାମ — The reins of a horse