କେବ Keba

  • ଦେ. ସର୍ବନାମ — (ସଂ. କିମ୍+ବେଳା) କେଉଁ ସମୟ? କେତେବେଳେ? — Which time? what time?
  • ଦେ. ସର୍ବନାମ — ବହୁ ପୂର୍ବବର୍ତ୍ତୀ କାଳ; ଦୂର ଅତୀତ — Long time past
  • ଦେ. ସର୍ବନାମ — ବହୁ ପରବର୍ତ୍ତୀ କାଳ; ଦୂର ଭବିଷ୍ୟତ — Distant future
  • ଦେ. ସର୍ବନାମ — [ଦ୍ର—ଏହି ଶବ୍ଦରୁ 2 ୟା ବିଭକ୍ତିରେ କେବକୁ, 5 ମୀ ରେ କେବଠଉଁ, କେବଠାରୁ, କେବେହୁଁ, କେବରୁ, 6 ଷ୍ଠୀରେ କେବକା, କେବକାର, କେବର ଓ 7 ମୀରେ କେବେ ଶବ୍ଦମାନ ହୁଏ।] — [ଦ୍ର—ଏହି ଶବ୍ଦରୁ2ୟା ବିଭକ୍ତିରେ କେବକୁ,5ମୀ ରେ କେବଠଉଁ, କେବଠାରୁ, କେବେହୁଁ, କେବରୁ,6ଷ୍ଠୀରେ କେବକା, କେବକାର, କେବର ଓ7ମୀରେ କେବେ ଶବ୍ଦମାନ ହୁଏ]