କେବେ Kebe

  • ଦେ. ଅ. (ସଂ. କଦା; କଦାପି) — କଦା? କେତେବେଳେ? କେଉଁ ସମୟରେ? — When?
  • ଦେ. ଅ. (ସଂ. କଦା; କଦାପି) — କୌଣସି ସମୟରେ — Ever; at any time
  • ଦେ. ଅ. (ସଂ. କଦା; କଦାପି) — ମୁଁ ଏହା କଲି ବୋଲି କେବେ କି କହନ୍ତି—କୃଷ୍ଣସିଂହ, ମହାଭାରତ, ବିରାଟ।
  • ଦେ. ଅ. (ସଂ. କଦା; କଦାପି) — ବହୁକାଳ ପରେ ବା ପୂର୍ବେ ଅନିର୍ଦ୍ଦିଷ୍ଟ ସମୟରେ — In some remote and unfixed future or past