କେବଳ Kebaḻa

  • ସଂ. ବିଣ.—(କେବ୍ ଧାତୁ=ସେବା କରିବା+କର୍ତ୍ତୃ. ଅଳ) — ଅଦ୍ୱିତୀୟ; ଏକ ମାତ୍ର — Single; sole
  • ସଂ. ବିଣ.—(କେବ୍ ଧାତୁ=ସେବା କରିବା+କର୍ତ୍ତୃ. ଅଳ) — ବିଶୁଦ୍ଧ; ଅମିଶ୍ରିତ — Unmixed, unalloyed; unadulterted; pure; uncompounded
  • ସଂ. ବିଣ.—(କେବ୍ ଧାତୁ=ସେବା କରିବା+କର୍ତ୍ତୃ. ଅଳ) — ଏକାକୀ — Alone; solitary
  • ସଂ. ବିଣ.—(କେବ୍ ଧାତୁ=ସେବା କରିବା+କର୍ତ୍ତୃ. ଅଳ) — ଅସାଧାରଣ — Uncommon; extraordinary
  • ସଂ. ବିଣ.—(କେବ୍ ଧାତୁ=ସେବା କରିବା+କର୍ତ୍ତୃ. ଅଳ) — ସମ୍ପୂର୍ଣ୍ଣ — Complete; entire; whole
  • ସଂ. ବିଣ.—(କେବ୍ ଧାତୁ=ସେବା କରିବା+କର୍ତ୍ତୃ. ଅଳ) — ବିଶିଷ୍ଟ — Particular; peculiar
  • ସଂ. ବିଣ.—(କେବ୍ ଧାତୁ=ସେବା କରିବା+କର୍ତ୍ତୃ. ଅଳ) — ନିଶ୍ଚିତ — Certain; sure; absolute
  • ସଂ. ବିଣ.—(କେବ୍ ଧାତୁ=ସେବା କରିବା+କର୍ତ୍ତୃ. ଅଳ) — ସ୍ୱାର୍ଥପର — Selfish
  • ସଂ. ବିଣ.—(କେବ୍ ଧାତୁ=ସେବା କରିବା+କର୍ତ୍ତୃ. ଅଳ) — ଶୁଦ୍ଧ; ପବିତ୍ର — Genuine; sacred
  • ସଂ. ବିଣ.—(କେବ୍ ଧାତୁ=ସେବା କରିବା+କର୍ତ୍ତୃ. ଅଳ) — ସର୍ବୋତ୍କୃଷ୍ଟ — Supreme; highest
  • ସଂ. ବିଣ.—(କେବ୍ ଧାତୁ=ସେବା କରିବା+କର୍ତ୍ତୃ. ଅଳ) — କେବଳ ଜଣକର ଅଧିକୃତ — Exclusively one's own
  • ସଂ. ବିଣ.—(କେବ୍ ଧାତୁ=ସେବା କରିବା+କର୍ତ୍ତୃ. ଅଳ) — ସମ୍ପୂର୍ଣ୍ଣରୂପେ ଅନ୍ୟମାନଙ୍କ ଠାରୁ ପୃଥକ; ସ୍ୱତନ୍ତ୍ର — Isolated