କେବଳୀ Kebaḻī

  • ସଂ. ବି. (କେବଳ+ଈ) — ଆତ୍ମା ଓ ଦେହ ଏକ ଥିବା ବିଷୟକ ମତ ବା ବିଶ୍ୱାସ — The doctrine that spirit and matter are one and the same
  • ସଂ. ବି. (କେବଳ+ଈ) — ଜ୍ୟୋତିଷ ବିଦ୍ୟା — Astronomical science
  • ସଂ. ବି. (କେବଳ+ଈ) — ଧ୍ୟାନରତ ଯୋଗୀ — A meditative ascetic (M.W.)
  • ସଂ. ବି. (କେବଳ+ଈ) — (କେବଳ ଜ୍ଞାନବିଶିଷ୍ଟ) ଅର୍ହତ୍ — A Jaina saint
  • ସଂ. ବିଣ. ପୁଂ. (କେବଳ+ଇନ୍. 1 ମା. 1 ବ) — ଏକାକୀ — Alone; single; solitary
  • ସଂ. ବିଣ. ପୁଂ. (କେବଳ+ଇନ୍. 1 ମା. 1 ବ) — ଯେଉଁ ଲୋକ ଆତ୍ମା ଓ ଦେହ ଏକ ବୋଲି ବିଶ୍ୱାସ କରେ — Believing in the doctrine of absolute unity of spirit and matter
  • ସଂ. ବିଣ. ପୁଂ. (କେବଳ+ଇନ୍. 1 ମା. 1 ବ) — ଏକମାତ୍ର — Sole; one; only (M.W.)