କେନା Kenā
- ଦେ. ବି. 1 । (ସଂ. କନ୍ଥା) — ସରୁ ସରୁ ଫଡ଼ା — Narrow and long shreds
- ଦେ. ବି. 1 । (ସଂ. କନ୍ଥା) — (ସଂ. ସ୍କନ୍ଧ)—ଦୁଇଟି ଶାଖାର ସଙ୍ଗମସ୍ଥଳ; କନା — A confluence or junction of two branches of a tree
- ଦେ. ବି. 1 । (ସଂ. କନ୍ଥା) — ବୃକ୍ଷରୁ ବାହାରିଥିବା ଶାଖା — An offshoot from the stem or big branch of a tree
- ପ୍ରାଦେ. (ସମ୍ବଲପୁର) ବି. — ଲତାଳିଆ ଶାଗବିଶେଷ; (ଏଥିର ପତ୍ର ଅଣ୍ଡାକାର) — A creeper with oval leaves used as a pot-herb