କେତୁ Ketu
- ସଂ. ବି. (କିତ୍ ଧାତୁ=ବାସ କରିବା+ଉ) — ଅମଙ୍ଗଳଯୁକ୍ତ ଗ୍ରହ ବିଶେଷ— 1 । — ଅମଙ୍ଗଳଯୁକ୍ତ ଗ୍ରହ ବିଶେଷ—The Dragon's tail; the Descending node
- ସଂ. ବି. (କିତ୍ ଧାତୁ=ବାସ କରିବା+ଉ) — [ଦ୍ର—ପୁରାଣ ମତରେ ଏ ରାକ୍ଷସର ମସ୍ତକ ରାହୁ ଓ ପୁଛ କେତୁ ଅଟେ।]
- ସଂ. ବି. (କିତ୍ ଧାତୁ=ବାସ କରିବା+ଉ) — ପତାକା — Flag; banner. standard
- ସଂ. ବି. (କିତ୍ ଧାତୁ=ବାସ କରିବା+ଉ) — ଚିହ୍ନ — Mark; sign; token
- ସଂ. ବି. (କିତ୍ ଧାତୁ=ବାସ କରିବା+ଉ) — ଉତ୍ପାତ ଚିହ୍ନ — Ominous signs
- ସଂ. ବି. (କିତ୍ ଧାତୁ=ବାସ କରିବା+ଉ) — ଶତ୍ରୁ — Enemy
- ସଂ. ବି. (କିତ୍ ଧାତୁ=ବାସ କରିବା+ଉ) — ରୋଗ — Disease
- ସଂ. ବି. (କିତ୍ ଧାତୁ=ବାସ କରିବା+ଉ) — ଧୂମକେତୁ — Comet
- ସଂ. ବି. (କିତ୍ ଧାତୁ=ବାସ କରିବା+ଉ) — ଉଲ୍କା — Meteor