କେତକ Ketaka
- ସଂ. ବି. (କିତ୍ ଧାତୁ ଣିଚ, କିତି ଧାତୁ=ବାସ କରାଇବା+ ଅକ) — କିଆ ଗଛ ଓ ଫୁଲ — The Screwpine tree and its flower
- ସଂ. ବି. (କିତ୍ ଧାତୁ ଣିଚ, କିତି ଧାତୁ=ବାସ କରାଇବା+ ଅକ) — ବାଜୀ ବାଜି ତହିଁ କେତକ କେତକ ଛବି ସମ୍ଭବି ଯେ ଢଳି। ଭଞ୍ଜ, ବୈଦେହୀଶବିଳାସ।
- ଗ୍ରା. ସର୍ବନାମ — କେତେକ — Some
- ଗ୍ରା. ସର୍ବନାମ — ବାଜୀ ବାଜୀ ତହିଁ କେତକ କେତକ ଛବି ସମ୍ଭବି ଯେ ଢଳି। ଭଞ୍ଜ, ବୈଦେହୀଶବିଳାସ।