କେତକୀ Ketakī
- ସଂ. ବି. (କେତକି+ସ୍ତ୍ରୀ. ଇ) — ଉତ୍କୃଷ୍ଟ ହଳଦିଆ କିଆ ଜାତୀୟ ଗଛ ଓ ତହିଁର ଫୁଲ — The yellow flowered variety of Screw- pine tree and its flower; Pandanus Odoratissimus; Pandanus Asiculatus
- ଦେ. ବି — ସାନ କେତକୀପାଖୁଡ଼ା ଆକାରରେ ମସ୍ତକର ସୁନାର ଅଳଙ୍କାରବିଶେଷ; ଏହା ସ୍ତ୍ରୀମାନଙ୍କ କପାଳ ଉପରେ କେଶରେ ସଂଯୁକ୍ତ କରାଯାଏ ଓ ତହିଁ ଅଗରେ ଗୋଟିଏ ଛୋଟ ପାନପତ୍ର ଆକାରର ପତ୍ର ଯୁକ୍ତ ଥାଏ — A kind of ornament worn on the brow