କୃମି Kṛumi
- ସଂ. ବି. (କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଇ) — ପିଲାଙ୍କ ମଳଭାଣ୍ଡରେ ହେବା କ୍ଷୁଦ୍ର କୀଟ — Thread-worms in the intestines
- ସଂ. ବି. (କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଇ) — ଲମ୍ବା କ୍ଷୁଦ୍ର କୀଟ — Worm; maggot
- ସଂ. ବି. (କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଇ) — ପୋକ — Worm; insect
- ସଂ. ବି. (କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଇ) — ଲାକ୍ଷା — Lac
- ସଂ. ବି. (କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଇ) — ଉଇ; ପିମ୍ପୁଡ଼ି — Ants
- ସଂ. ବି. (କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଇ) — ତସର ବା ରେସମ ପୋକ — Silk-worm
- ସଂ. ବି. (କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଇ) — ପେଟରେ କ୍ଷୁଦ୍ର କୀଟ ଜାତ ହେବା ରୋଗବିଶେଷ — Worm in the intestines
- ସଂ. ବି. (କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଇ) — ଗଧ — Ass
- ସଂ. ବି. (କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଇ) — ବୁଢ଼ିଆଣି; ମାକଡ଼ସା — Spider
- ସଂ. ବି. (କ୍ରମ ଧାତୁ=ଗମନ କରିବା+କର୍ତ୍ତୃ. ଇ) — (ନାମ) ରାବଣର ଭାଇ — Name of a brother of Rābaṇa
- ସଂ. ବିଣ — କୀଟପୂର୍ଣ୍ଣ — Full of maggots or worms