କୃପୀ Kṛupī

  • ସଂ. ବି. ସ୍ତ୍ରୀ — (ମହାଭାରତ) କୃପାଚାର୍ଯ୍ୟଙ୍କ ଜାଆଁଳା ଭଉଣୀ; ଦ୍ରୋଣଙ୍କର ସ୍ତ୍ରୀ — (Mahābhārata) The sister of Kṛupāchāraj̄ya and wife of Droṇa
  • ସଂ. ବି. ସ୍ତ୍ରୀ — ତହିଁରୁ ଜାତ ହେଲେ କୃପ କୃପୀ ଜାଣ। କୃଷ୍ଣସିଂହ, ମହାଭାରତ, ଆଦି।