କୃପଣ Kṛupaṇa
- ସଂ. ବିଣ. ଫୁ. (କୃପ୍ ଧାତୁ=ପାରଗ ହେବା+କର୍ତ୍ତୃ. ଅନ) — କାମ୍ପୀ; ବ୍ଯୟକାତର — Miserly; niggardly; close-fisted. stingy
- ସଂ. ବିଣ. ଫୁ. (କୃପ୍ ଧାତୁ=ପାରଗ ହେବା+କର୍ତ୍ତୃ. ଅନ) — ଲୁବ୍ଧ; ଲୋଭୀ — Avaricious
- ସଂ. ବିଣ. ଫୁ. (କୃପ୍ ଧାତୁ=ପାରଗ ହେବା+କର୍ତ୍ତୃ. ଅନ) — ନିର୍ଦ୍ଧନ — Penurious; poor
- ସଂ. ବିଣ. ଫୁ. (କୃପ୍ ଧାତୁ=ପାରଗ ହେବା+କର୍ତ୍ତୃ. ଅନ) — ଦୀନ — Pitiable; miserable; wretched
- ସଂ. ବିଣ. ଫୁ. (କୃପ୍ ଧାତୁ=ପାରଗ ହେବା+କର୍ତ୍ତୃ. ଅନ) — ନିଷ୍ଠୁର — Cruel
- ସଂ. ବିଣ. ଫୁ. (କୃପ୍ ଧାତୁ=ପାରଗ ହେବା+କର୍ତ୍ତୃ. ଅନ) — କାତର — Grieved; destressed
- ସଂ. ବିଣ. ଫୁ. (କୃପ୍ ଧାତୁ=ପାରଗ ହେବା+କର୍ତ୍ତୃ. ଅନ) — ନିଃସହାୟ — Helpless
- ସଂ. ବିଣ. ଫୁ. (କୃପ୍ ଧାତୁ=ପାରଗ ହେବା+କର୍ତ୍ତୃ. ଅନ) — ନୀଚ — Base; low; mean
- ସଂ. ବିଣ. ଫୁ. (କୃପ୍ ଧାତୁ=ପାରଗ ହେବା+କର୍ତ୍ତୃ. ଅନ) — କୁଣ୍ଠିତ — Hesitating
- ସଂ. ବି — ବ୍ଯୟକୁଣ୍ଠିତ ବ୍ଯକ୍ତି — A miser