କୃତି Kṛuti
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଭାବ. ତି) — କରଣ; କରିବା — Doing; achievement
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଭାବ. ତି) — ଶଇଳେ ସାଗର ସେତୁ କୃତି। ଭଞ୍ଜ ବୈଦେହୀଶବିଳାସ।
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଭାବ. ତି) — ରଚନ — Performence; composition; construction
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଭାବ. ତି) — କାର୍ଯ୍ୟ — Act; work
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଭାବ. ତି) — ଯତ୍ନ — Effort; endeavour
- ସଂ. ବି. ସ୍ତ୍ରୀ. (କୃ ଧାତୁ+ଭାବ. ତି) — ଚେଷ୍ଟା — Care